Women Feeding Birds Viral Video: ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ଜୋରଦାର ଭାଇରାଲ ହେଉଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା କିଛି ଚଢ଼େଇ ଛୁଆଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି। ଏହି ଭିଡିଓଟି ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ତାଙ୍କ ମାଆ କଥା ମନେ ପଡ଼ିଯାଉଛି ବୋଲି କମେଣ୍ଟ କରୁଛନ୍ତି। ମହିଳା ନିଜ ପିଲାକୁ ଖୁଆଇ ଦେବା ପରି ଚଢ଼େଇ ଛୁଆ ମାନଙ୍କୁ ଖୁଆଇ ଦେଉଥିବା ଦେଖି ଆପଣଙ୍କ ହୃଦୟ ନିଶ୍ଚିତ ତରଳି ଯିବ। ଦେଖନ୍ତୁ ଏହି ସୁନ୍ଦର ଭିଡିଓ-
More Videos
More Videos
More Videos
More Videos
More Videos