Videos

Dog Viral Video: ରାଧେ ରାଧେ ଜପ କରୁଛି କୁକୁର, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

Dog Viral Video: ଭଗବାନଙ୍କ ପ୍ରତି ଏକ କୁକୁରର ସମ୍ମାନ, ଭକ୍ତି ଓ ପ୍ରେମ । ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏକ ପାର୍କରେ କିଛି ଲୋକ ରାଧେ ରାଧେ ଜପ କରୁଥିବା ଜାଣି ନିଜ ଦୁଇ ଗୋଡ଼ ଟେକି ରାଧେ ରାଧ ଜପ କରୁଛି କୁକୁର। ଯାହାର ଭିଡିଓ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଆପଣ ବି ଦେଖନ୍ତୁ ଏହି ସୁନ୍ଦର ଭାଇରାଲ ଭିଡିଓ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More