Videos

Vishwakarma Puja: ବିଶ୍ୱକର୍ମା ପୂଜାକୁ ସରସ ସୁନ୍ଦର କରିବା ପାଇଁ ଏବେଠୁ ଆରମ୍ଭ ହୋଇଛି ତ୍ବରଣ ଓ ମଣ୍ଡପ କାର୍ଯ୍ୟ

Vishwakarma Puja: ଆସନ୍ତା ସେପ୍ଟେମ୍ବର ମାସ ୧୭ତାରିଖ ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜା। ପୂଜା କୁ ସରସ ସୁନ୍ଦର କରିବା ପାଇଁ ଏବେ ଠାରୁ ଆରମ୍ଭ ହୋଇଯାଇଛି ତ୍ବରଣ ଓ ମଣ୍ଡପ କାର୍ଯ୍ୟ। ପୂଜାକୁ ଶାନ୍ତିଶୃଙ୍ଖଳା ଓ ସଫଳତା ର ସହ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ପାରାଦୀପ ସର୍କିଟହାଉସ୍ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ବହୁ ପ୍ରଶାସନିକ ଅଧିକାରୀ ଓ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Video Thumbnail
Share
Advertisement
Read More