Videos

Cabinet Meeting: ଆଜି ଶେଷ କ୍ୟାବିନେଟ୍ ବୈଠକ, ପୁରୀ ଯାଇ ଦର୍ଶନ କଲେ 5T ଅଧ୍ୟକ୍ଷ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ଶେଷ କ୍ଯାବିନେଟ୍ ବୈଠକ। ଏହା ପୂର୍ବରୁ ପୁରୀ ଗସ୍ତରେ ଆସି ଶ୍ରୀଜୀୟୁଙ୍କ ଆଶିର୍ବାଦ ନେଲେ 5t ତଥା ନବୀନ ଓଡିଶା ଅଧ୍ଯକ୍ଷ ଵିକେ ପାଣ୍ଡିଆନ। ପ୍ରତି ଶନିବାର ଭଳି ଆଜି ସକାଳ ପ୍ରାୟ ୬ଟା ସମୟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବା ପରେ ଭିତର ବେଢା ପରିକ୍ରମା କରିଥିଲେ। ତେବେ ଭିକେ ପାଣ୍ଡିଆନ ବେଢା ପରିକ୍ରମା ସହ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରିଛନ୍ତି। ସରକାରଙ୍କ ଶେଷ କ୍ଯାବିନେଟ ବୈଠକ ଥିବାରୁ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More