Videos

Holi Video: ଏପରି ହୋଲି ଖେଳିଲେ ସଚିନ ତେନ୍ଦୁଲକର, ଯୁବରାଜ ସିଂହ ଏବଂ ୟୁସୁଫ ପଠାନ, ଦେଖନ୍ତୁ ଭିଡିଓ

Sachin Tendulkar Holi Video: ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଆଜି ରଙ୍ଗର ଉତ୍ସବ ହୋଲି ଧୁମଧାମରେ ପାଳନ କରାଯାଉଛି। ହୋଲି ରଙ୍ଗରେ ସମସ୍ତେ ରଙ୍ଗେଇ ହୋଇଛନ୍ତି । ଏହି କ୍ରମରେ ବର୍ତ୍ତମାନ କ୍ରିକେଟର ମାନଙ୍କର ହୋଲି ଖେଳର ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସଚିନ ତେନ୍ଦୁଲକର, ଯୁବରାଜ ସିଂହ ଏବଂ ୟୁସୁଫ ପଠାନ ହୋଲି ଖେଳୁଥିବା ନଜର ଆସୁଛନ୍ତି।

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More