ଓଡ଼ିଆ ସିନେ ଜଗତର ଖୁବ୍ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟ୍ଟ। ଅଭିନୟରେ ତାଙ୍କର ଚୁଲବୁଲି ଅନ୍ଦାଜ, ଡ୍ୟାନ୍ସ ଓ ଅଭିନୟ ପାଇଁ ସେ ଓଡ଼ିଉଡର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ସହ ଡିଅର ପୁରୁଷର ଗୀତରେ ଝିଲିକ ଏକ ମଜାଳିଆ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି ଯାହାକୁ ତାଙ୍କ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଦେଖନ୍ତୁ ଏହି ଭିଡିଓ।
More Videos
More Videos
More Videos
More Videos
More Videos