Videos

Papu Pom pom: ନିଜ ସ୍ତ୍ରୀଙ୍କ ସାଢ଼ୀ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତା ପପୁ ପମ୍ ପମ୍ , ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Papu Pom pom: ଓଡ଼ିିଶାର ଘରେ ଘରେ ଖୁବ୍ ପରିଚିତ ଅଭିନେତା ତଥା ହାସ୍ୟ କଳାକାର ପପୁ ପମ୍ ପମ୍। ନିଜର ଦମଦାର କମେଡି ଓ ମଜାଦାର ଗୀତ ପାଇଁ ସେ ଦର୍ଶକଙ୍କ ମନରେ ଏକ ନିଆରା ଛାପ ଛାଡ଼ିଛନ୍ତି। ନିକଟରେ ସେ ନିଜ ସ୍ତ୍ରୀଙ୍କ ସାଢ଼ୀ ପିନ୍ଧି ସୋସିଆଲ ମିଡିଆରେ ଛାଡ଼ିଥିବା ଏକ ମଜାଦାର ଭିଡିଓକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଦେଖନ୍ତୁ ଏହି ଭିଡିଓ..

Video Thumbnail
Share
Advertisement
Read More