Videos

Weather Report: ବିଜୁଳି ଘଡ଼ଘଡ଼ି ପବନ ସହ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...

Weather Report: ଶୁକ୍ରବାର ଜୁଲାଇ ୧୧ ତାରିଖରେ ୧୭ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୭ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,ବଲାଙ୍ଗିର୍, ସୋନପୁର,ବାଲେଶ୍ୱର। ସେପଟେ କଟକ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦରୁ ଛଡ଼ା ଯାଇଥିବା ବର୍ଷର ପ୍ରଥମ ବନ୍ୟାଜଳ। ମୁଣ୍ଡଳୀ(Mundali) ବ୍ୟାରେଜ ଦେଇ ଆଜି ୧ ଲକ୍ଷ ୧୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

Video Thumbnail
Share
Advertisement
Read More