Viral Video: ଯାତ୍ରା ମଞ୍ଚରେ ଅନୁଷ୍ଠିତ ହେଉଥିବା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମକୁ ଖୁବ ଖାସ୍ କରିଥାନ୍ତି ନୃତ୍ୟଶିଳ୍ପୀମାନେ । ତେବେ ଯାତ୍ରା ମଞ୍ଚରେ ନୃତ୍ୟ ପରିବେଷଣ କରୁଥିବା ନୃତ୍ୟଶିଳ୍ପୀମାନେ ନିଜ କଳାକୁ କେବଳ ମଞ୍ଚରେ ସୀମିତ ରଖିନଥାନ୍ତି । ଫୁରସତ ମିଳିଲେ ରିଲ୍ସ ମାଧ୍ୟମରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପ୍ରଶଂସା ସାଉଣ୍ଟିବାକୁ ଭିଡିଓ ସୁଟ୍ କରିଥାନ୍ତି । ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ଡ୍ୟାନ୍ସ ଭିଡିଓ
More Videos
More Videos
More Videos
More Videos
More Videos