Videos

Lord Balabhadra Pahandi: ଚାରମାଳ ଉପରୁ ବଡଠାକୁର ଖସିଯିବା ଘଟଣା, ତଦନ୍ତ ପରେ ଧରାପଡ଼ିବ ସତ

ମହାପ୍ରଭୁଙ୍କ ଆଡପମଣ୍ଡପ ପହଣ୍ଡି ସମୟରେ ଘଟିଥିଲା ଇତିହାସର ସବୁଠାରୁ ଅଭାବନୀୟ ଘଟଣା। ଚାରମାଳ ଉପରୁ ଖସିପଡିଲେ ବଡଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ। ସାରା ବିଶ୍ୱବ୍ରହ୍ମାଣ୍ଡ ସ୍ତବ୍ଧ ହୋଇଗଲା। ହେଲେ କାହିଁକି ଘଟିଲା ଏଭଳି ହୃଦୟ ବିଦାରକ ଘଟଣା। କାହାର ଭୁଲ ପାଇଁ ମହାପ୍ରଭୁଙ୍କୁ ଲାଗିଲା ଏଭଳି ଆଘାତ। ଏଣୁ ଏଭଳି ଘଟଣାକୁ ଅତି ଗୁରୁତ୍ୱର ସହିତ ନେଇ ରଥଯାତ୍ରା ପରେ ଛାନବିନ ଆରମ୍ଭ କରିଥିଲା। ଏମିତିକି ଦୋଷ କରିଥିବା ବ୍ଯକ୍ତିଙ୍କୁ ଖୋଜି ବାହାର କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ, ନିତି ପ୍ରଶାସକ ଓ ସିଟିଡିଏସପିଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ମଙ୍ଗଳବାର ଦିନ ବଳଭଦ୍ର ମହାପ୍ରଭୁଙ୍କ ବାଡଗ୍ରାହୀଙ୍କ ସହ ଖୁଣ୍ଟିଆ ସେବାୟତ,ପ୍ରତିହାରୀ ସେବାୟତ,ଜେଟିପିଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବରିଷ୍ଠ ସେବାୟତଙ୍କୁ ଡାକି ଆଲୋଚନା କରିଥିଲେ।ସମସ୍ତଙ୍କର ବୟାନ ରେକର୍ଡ କରିଥିଲା।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More