ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ଅଷ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ଓଡି଼ଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ବାକିଥିବା ୩ ଲୋକସଭା ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଟକରୁ ଭର୍ତ୍ତୃହରୀ ମହତାବକୁ ଦଳ ପ୍ରାର୍ଥୀ କରିଥିବା ବେଳେ ଯାଜପୁର ଆସନରୁ ଡ଼ ରବିନ୍ଦ୍ର ନାରୟଣ ବେହେରା ଓ କନ୍ଧମାଳ ଆସନରୁ ସୁକାନ୍ତ କୁମାର ପାଣିଗ୍ରାହୀ ଉପରେ ଦଳ ଭରସା କରିଛି। ହେଲେ ଏହାପରେ ଭର୍ତ୍ତୃହରୀ ମହତାବ ଏକ ଜାତୀୟ ଗଣମାଧ୍ୟମରେ କହିଛନ୍ତି ଯେ, ଯେତେବେଳେ ସେ ବିଜେଡି ଛାଡିଲେ ବହୁତ କ୍ଷତାକ୍ତ ଥିଲେ। ଶୁଣନ୍ତୁ ସେ ଆଉ କଣ କହିଲେ...
More Videos
More Videos
More Videos
More Videos
More Videos