Video: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଖୁସିର ଦିନ । ଆଇସିସି ଚାମ୍ପିୟନ ଟ୍ରଫି ହାତେଇବାରେ ସଫଳ ହୋଇଛି ଭାରତୀୟ ଦଳ । ଏହି ଖୁସି ସମଗ୍ର ଦେଶରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଜୋରଦାର ସେଲିବ୍ରେଶନ କରୁଛନ୍ତି କ୍ରିକେଟ୍ ପ୍ରେମୀ । ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକମାନେ ।
More Videos
More Videos
More Videos
More Videos
More Videos