Videos

Naveen Patnaik: 'ଫନି' ବାତ୍ୟା ପରେ କାହିଁକି ଶ୍ରୀମନ୍ଦିରକୁ ବିଶ୍ୱ ଐତିହ୍ୟ ରୂପ ଦେବାକୁ ଚାହିଁଲେ ମୁଖ୍ୟମନ୍ତ୍ରୀ?

ଆମ ସଂସ୍କୃତି, ପରମ୍ପରା ଆଉ ଚେତନାର ଆଧାର ହେଉଛନ୍ତି ମହାପ୍ରଭୁ । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଶାର ସଂସ୍କୃତି । ଓଡ଼ିଶାର ଇତିହାସ ଜଗନ୍ନାଥ ମନ୍ଦିର ଇତିହାସ ସହ ଯୋଡ଼ି ହୋଇରହିଛି । ମହାପ୍ରଭୁଙ୍କ ଇଚ୍ଛାରେ ଆସନ୍ତା ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି । ମହାପ୍ରଭୁ ସକଳ ଶକ୍ତିର ଆଧାର । ଆଉ ଏହାକୁ ନେଇ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଛି। ହେଲେ ଏହି ପ୍ରୟାସ କେବେଠୁ ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା...

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More