Videos

Video: ପୁଣି ଯାତ୍ରା ପାର୍ଟି ବଦଳେଇବେ କି ଅଭିନେତା ଅଶ୍ୱିନ? ଶୁଣନ୍ତୁ କ'ଣ କହିଲେ

Video: ଯାତ୍ରା ଅଭିନେତା ଅଶ୍ୱିନଙ୍କ ନାମରେ କିଛିଦିନ ହେବ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଆଲୋଚନା ଚାଲିଛି । କୁହାଯାଉଛି ଯେ, ସେ କୁଆଡେ ପୁଣିଥରେ ଯାତ୍ରା ପାର୍ଟି ବଦଳେଇବାକୁ ଯାଉଛନ୍ତି । ତେବେ ଏହି ଖବର ଅଶ୍ୱିନ ଜାଣିବା ପରେ ନିଜେ ଭିଡିଓ ସେୟାର କରି ସତ କଣ ସମସ୍ତଙ୍କୁ ଜଣାଇଛନ୍ତି । ଅଶ୍ୱିନ କହିଛନ୍ତି ଯେ, ମୁଁ ଏପର୍ଯ୍ୟନ୍ତ କୌଣସି ଯାତ୍ରା ପାର୍ଟି ସହ ଏଗ୍ରିମେଣ୍ଟ କରିନାହିଁ କିମ୍ୱା ଅଗ୍ରୀମ ଟଙ୍କା ନେଇନାହିଁ ।

Video Thumbnail
Share
Advertisement
Read More