Videos

Video: ନଥିଲେ ଦର୍ଶକ, ଯାତ୍ରା ପେଣ୍ଡାଲରେ କଣ କରୁଥିଲେ ସୋନାଲି ପଣ୍ଡା ? ଦେଖନ୍ତୁ ଭିଡିଓ

Jatra Actress Sonali Panda: ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଗଣମାଧ୍ୟମରେ ପ୍ରତିଦିନ ତାଙ୍କ ଯାତ୍ରା ଜୀବନ ସହ ପାରିବାରିକ ବିବାଦ ସମ୍ପର୍କିତ ଖବର ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସୋନାଲିଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାତ୍ରା ମଞ୍ଚରେ ଦିନ ସମୟରେ ସୋନାଲି ଏହି ରିଲ୍ସଟି ସୁଟ୍ କରିଛନ୍ତି । ଭିଡିଓଟି ଦେଖିବା ପରେ କମେଣ୍ଟ ବକ୍ସରେ ଫ୍ୟାନ୍ସମାନେ ସକରାତ୍ମକ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More