Videos

Video: ମାଙ୍କଡକୁ ମାଡ ମାରି ହଟ୍ଟହଟ୍ଟା ହେଲେ ମହିଳା, ଭିଡିଓ ଭାଇରାଲ୍

Video: ସୋସିଆଲ ମିଡିଆରେ ଏହି ଭିଡିଓ ବେଶ୍ ଭାଇରାଲ୍ ଭାଇରାଲ୍ ହେବାରେ ଲାଗିଛି । ମାଙ୍ଗଡ ପାଣି ପିଉଥିବା ସମୟରେ ଜଣେ ମହିଳା ମାଙ୍କଡଟିକୁ ଆସ୍ତେ କରି ମାରିଥିଲେ । କିନ୍ତୁ ମାଙ୍କଡଟି ରାଗିଯାଇ ମହିଳାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଲା । ସେହି ସମୟରେ ମହିଳାଜଣଙ୍କ ଭୟଭୀତ ହେବାକୁ ଲାଗିଲେ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More