Videos

Video: କଳିଙ୍ଗ ଗଣନାଟ୍ୟ ମଞ୍ଚରେ ଶାଢୀ ପିନ୍ଧି ବୋବାଲ୍ ନାଚିଲେ ମହିଳା, ଭିଡିଓ ଭାଇରାଲ୍

Viral Video: ରାମପୁର କଇଥାରେ ନାଟକ ପରିବେଷଣ ପୂର୍ବରୁ ହୋଇଥିବା ମେଲୋଡି କାର୍ଯ୍ୟକ୍ରମର ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ପେଣ୍ଡାଲରେ ଶାଢୀ ପିନ୍ଧି ଅତି ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ଏହି ନୃତ୍ୟଶିଳ୍ପୀ ଜଣକ । ବିନା ଅଶ୍ଳିଳତାରେ କାର୍ଯ୍ୟକ୍ରମକୃ ହୋଇଥିଲା ବେଶ୍ ରଙ୍ଗାରଙ୍ଗ ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More