Viral Video: ଜଣେ ମହିଳାଙ୍କ କାଖରେ କୁନି ପିଲାଟିକୁ ଧରି ଏକ ମାଙ୍କଡ ପାଖକୁ ଯାଇଥିଲେ । ମାଙ୍କଡଟି ପିଲାଟିର କୌଣସି କ୍ଷତି କରିବା ପରିବର୍ତ୍ତେ ତା ମୁଣ୍ଡରେ ହାତ ମାରିଦେଇଥିଲା । ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । କିନ୍ତୁ କିଛି ବ୍ୟକ୍ତି ପ୍ରତିକ୍ରିୟାରେ ଲେଖିଛନ୍ତି ଯେ, ଏପରି କରିବା ଅନୁଚିତ ।
More Videos
More Videos
More Videos
More Videos
More Videos