Videos

Viral Video: ସ୍ୱାମୀଙ୍କ ବେକରେ ଗୋଡ଼ ଦେଇ ଏପରି କରବା ଚୌଥ ପୂଜା କଲେ ପତ୍ନୀ! ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Karwa Chauth Viral Video: ଆଜିକାଲି କରବା ଚୌଥ ବ୍ରତରେ ଲାଲ୍ ସାଢ଼ୀ ପିନ୍ଧିଥିବା ଜଣେ ମହିଳାଙ୍କ ଷ୍ଟଣ୍ଟ କରୁଥିବା ଭିଡିଓ ଇନଷ୍ଟାଗ୍ରାମରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓଗୁଡିକରେ ମିହିଳା ନାଲି ରଙ୍ଗର ଶାଢ଼ୀ ପିନ୍ଧିଥିବା ନିଜ ସ୍ୱାମୀ ସହ ଷ୍ଟଣ୍ଟ୍ କରୁଛନ୍ତି। ଭିଡିଓରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଆଣ୍ଠୁରେ ଠିଆ ହୋଇଛନ୍ତି ଏବଂ ଗୋଟିଏ ହାତରେ ହାତକୁ ଧରିଛନ୍ତି, ଏହପରେ ପ୍ରଥମେ ଚନ୍ଦ୍ରକୁ ଏବଂ ପରେ ସ୍ୱାମୀଙ୍କୁ ଦେଖନ୍ତି।

 

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More