Videos

Video: ସିଗାରେଟରେ ଲାଗିଲାନି ନିଆଁ, ଯୁବକ କଲେ ଏହି କାମ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

Video: ସୋସିଆଲ ମିଡିଆରେ ଏହି ଭିଡିଓ ଦୃତ୍ତଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଘର ଭିତରେ ସିଗାରେଟରେ ନିଆଁ ଲଗାଇବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । ତେଣୁ ଷ୍ଟାଣ୍ଡ ଫ୍ୟାନକୁ ନିଜ ଗୋଟରେ ଶୋଇଥିବା ଅବସ୍ଥାରେ ବନ୍ଦ କରୁଛନ୍ତି । ଯୁବକଙ୍କ ଏପରି ବିପଜ୍ଜନକ କାମକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାରର ମତାମତ ଦେଇଛନ୍ତି ।

Video Thumbnail
Share
Advertisement

More Videos

More Videos

More Videos

More Videos

More Videos

Read More