Videos

Video: ବିଲ ମଝିରେ ଥିବା ବୋରୱେଲ୍ ନିକଟରୁ ଯୁବତୀଙ୍କ ଭିଡିଓ ଭାଇରାଲ୍

Video: ସୋସିଆଲ ମିଡିଆରେ ଏହି ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ବଲିଉଡ ଗୀତରେ ବିଲ ମଝିରେ ଥିବା ବୋରିଂ ରେ ଗାଧୋଇବା ସମୟରେ ରିଲସ୍ ପ୍ରସ୍ତୁତ କରିଛନ୍ତି ଯୁବତୀ ଜଣକ । ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ସ୍ଥାନରେ ଗାଧୋଇବାର ମଜା ହିଁ କିଛି ନିଆରା । ଅନେକ ଲୋକ ନିଜ ଅତୀତ ସ୍ମୁତିକୁ ମନେ ପକାଇଛନ୍ତି ଭିଡିଓ ଦେଖି ।

Video Thumbnail
Share
Advertisement
Read More