Video: କଥାରେ ଅଛି ଅହିରାଜକୁ ଦେଖିଲେ ଜଙ୍ଗଳର ବିଶାଳ ହାତୀ ମଧ୍ୟ ରାସ୍ତା ଛାଡିଦିଏ । କାରଣ ଅହିରାଜ ଦାନ୍ତରେ ଅଛି ହଳାହଳ ବିଷ ଯାହାର ଗୋଟିଏ ବୁନ୍ଦା ହାତୀର ଜୀବନ ନେବାକୁ ଯଥେଷ୍ଟ । କିନ୍ତୁ ଏହି ଭିଡିଓ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କାରଣ ପାଲଟିଛି । ଜଣେ ଯୁବକ ଅହିରାଜ ସାପ ସହିତ ଖେଳୁଛନ୍ତି ।
More Videos
More Videos
More Videos
More Videos
More Videos