Video: ନୂଆବର୍ଷ ପାଳନ ଅବସରରେ କିଛି ଯୁବକ ଏକ ସ୍ଥାନରେ ଭୋଜି ଭାତର ଆୟୋଜନ କରିଥିଲେ । ସେହି ସମୟରେ 'ମୋନାଲିସା କାହିଁ ଛାଡି ଚାଲିଗଲୁ ମତେ' ଗୀତର ତାଳେ ତାଳେ ଯୁବକମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଦୃଶ୍ୟକୁ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହା ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି ।
More Videos
More Videos
More Videos
More Videos
More Videos