Video: 'କାଳିଆରେ ମନ ବୋଲି ତୋର କିଛି ନାହିଁ' ବହୁ ପୁରୁଣା ଏହି ଭଜନଟି ସର୍ବଦା ଓଡ଼ିଆ ଲୋକଙ୍କ ହୃଦୟକୁ ଛୁଇଁଯାଏ । ତେବେ ଏହି ଗୀତଟିକୁ ରଶ୍ମୀପ୍ରଭା ବିଶ୍ୱାଳ ଅତି ମିଠା ସ୍ୱରରେ ଗାଇବା ସହ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଭିଡିଓଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ରଶ୍ମୀଙ୍କୁ ଖୁବ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ରଶ୍ମୀଙ୍କ କଣ୍ଠସ୍ୱର ସଭିଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛି ।
More Videos
More Videos
More Videos
More Videos
More Videos