Viral Video: ଯାତ୍ରା ମଞ୍ଚର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୋନାଲି ନାମକ ଏହି ନୃତ୍ୟଶିଳ୍ପୀ ନିଜ ନିଆରା ଷ୍ଟାଇଲ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ସୋସିଆଲ ମିଡିଆରେ ନୃତ୍ୟ ଭିଡିଓଟି ଭାଇରାଲ୍ ହେବା ପରେ ଲୋକମାନେ ସକରାତ୍ମକ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।
More Videos
More Videos
More Videos
More Videos
More Videos