Videos

Puri Crime Video: ପୁରୀ ବଳଗଣ୍ଡି ଛକରେ ଆତଙ୍କ, ଲୋକଙ୍କ ସାମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Puri Crime Video: ପୁରୀ ବଡଦାଣ୍ଡରେ ଆତଙ୍କ। ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରକ୍ତରଞ୍ଜିତ କରାଯାଇଛି। ଗତକାଲି ରାତିରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ପୁରୀ ବଳଗଣ୍ଡି ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଦେଖେଣାହାରୀଙ୍କ କହିବା ମୁତାବକ ଆକ୍ରମଣର ଶିକାର ଯୁବକ ଗାଡି ନମ୍ବର ପ୍ଲେଟ୍ ତିଆରି କରିବାକୁ ଏକ ଦୋକାନକୁ ଦେଇଥିଲେ। କୌଣସି କାରଣରୁ କିମ୍ବା ବିଳମ୍ବ ହେବାରୁ ଯୁବକଙ୍କ ସହ ନମ୍ବର ପ୍ଲେଟ୍ ଦୋକାନର କର୍ମଚାରୀଙ୍କ ବଚସା ହୋଇଥିଲା ଓ ପରେ ଏକ ଧାରୁଆ ଅସ୍ତ୍ରରେ ନମ୍ବର ପ୍ଲେଟ୍ ଦୋକାନର କର୍ମଚାରୀ ଯୁବକଙ୍କୁ ଆକ୍ରମଣ କରିଥିଲେ।

Video Thumbnail
Share
Advertisement
Read More