Videos

Video: ଆକନଙ୍କ ସହ କମାଲ କରିଦେଲେ ଏହି ଯୁବତୀ, ଭିଡିଓ ହେଲା ଭାଇରାଲ୍

Viral Video: ଅନେକ ମ୍ୟୁଜିକ ଭିଡିଓରେ ସଫଳତାର ସହ ନୃତ୍ୟ ପରିବେଷଣ କରି ଲୋକପ୍ରିୟତା ହାସଲ କରିଥିବା ଆକନ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି । ଅନେକ ସମୟରେ ସୋସିଆଲ ମିଡିଆରେ ଆକନଙ୍କ ରିଲ୍ସ ଖୁବ ଭାଇରାଲ୍ ହୋଇଥାଏ । ନିକଟରେ ଏକ ଶୂନଶାନ ରାସ୍ତାରେ ଆକନ ଐଶୌର୍ଯ୍ୟାଙ୍କ ସହ ଏହି ରିଲ୍ସଟି ସୁଟ୍ କରିଥିଲେ । ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ 'ଖାଲି ମଦରେ ଉଠୁନି ଗିଲାସ'ରେ ହୋଇଥିବା ଏହି ରିଲ୍ସଟି ଖୁବ ଭାଇରାଲ ହେବାରେ ଲାଗିଛି ।

Video Thumbnail
Share
Advertisement
Read More