Viral Video: ଚାଇନାରେ ଓଡ଼ିଶାର ଲୋକପ୍ରିୟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ । ଏକ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଶିଖାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଖୁବ ଭାଇରାଲ୍ ହେବାରେ ଲାଗିଛି । ବିଦେଶୀମାନେ ମଧ୍ୟ ଓଡ଼ିଆ ତଥା ସମ୍ୱଲପୁରୀ ନୃତ୍ୟ କରିବାକୁ ଖୁବ ଆଗ୍ରହ ପ୍ରକାଶ କରୁଥିବା ଭିଡିଓରେ ସ୍ପଷ୍ଟ ବାରି ହୋଇପଡୁଛି
More Videos
More Videos
More Videos
More Videos
More Videos